ପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନି

ଅଷ୍ଟିନ ନ୍ୟୁଜ ତା-୧୩-୦୯-୨୦୨୩ ପାଞ୍ଚବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଭବନରେ ମାତ୍ର କେତୋଟି ଖୁଣ୍ଟ ଅଧାଗଢା ଅବସ୍ଥାରେ ପଡ଼ିରହିଛି | କୋରେଇ ବ୍ଲକର ପଥରପଦା ମୌଜା ପାଣିକୋଇଲି-ରାଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚାନ୍ଦପୁର ଗ୍ରାମ ନିକଟରେ ୨୦୧୮ ମସିହାରେ ଏହି ଭବନ କାମ ଆରମ୍ଭ ହୋଇଥିଲା | ବିଧାୟକ ଆକାଶ ଦାସନାୟକ ଏଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ | ଏହି ପ୍ରକଳ୍ପ କାମ ଆରମ୍ଭ ହେବାପରେ ଆଉ ଆଗଉ ନାହିଁ … Continue reading ପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନି